FaithOdia Adhyatmika Kathaକାହିଁକି ଜଗନ୍ନାଥ ସଂସ୍କୃତିରେ ମା' ଦୁର୍ଗା ଓ ପ୍ରଭୁ ମାଧବ ଏକାଠି ପୂଜା ପାଆନ୍ତି? | Durgamadhab Upasana Puri
କାହିଁକି ଜଗନ୍ନାଥ ସଂସ୍କୃତିରେ ମା' ଦୁର୍ଗା ଓ ପ୍ରଭୁ ମାଧବ ଏକାଠି ପୂଜା ପାଆନ୍ତି? | Durgamadhab Upasana Puri
Long-form6:53People & BlogsPublished Oct 12, 2026, 9:31 AM · 2w ago
Views
1,103
+0 views/hour
Views / hour now
0
measured 11h ago
Peak views / hour
—
First 24 hours
—
not tracked from upload
Engagement
0.5%
likes + comments / views
Likes
5
0.4% of views
Comments
1
0.09% of views
Est. ad revenue
$1–$2
lifetime, $0.7–2.1 RPM
Checked every 12 h while the video is this age · last check 11h ago · next in 8 min. YouTube itself updates public counts with a short delay.
Avg views / day
69
since upload
vs channel median
1.0×
this video's views ÷ the channel's usual
Rank in channel
#9
of 21 tracked
Views over time
2 readings
Total views Views gained per hour
Description
କାହିଁକି ଜଗନ୍ନାଥ ସଂସ୍କୃତିରେ ମା' ଦୁର୍ଗା ଓ ପ୍ରଭୁ ମାଧବ ଏକାଠି ପୂଜା ପାଆନ୍ତି? | Durgamadhab Upasana Puri
ବ୍ୟାଖ୍ୟା : ଜନାର୍ଦନ ପୂଜାପଣ୍ଡା
ଶ୍ରୀକ୍ଷେତ୍ର ପୁରୀ - ଯେଉଁଠି ଶାକ୍ତ ଓ ବୈଷ୍ଣବ ଧାରାର ହୁଏ ମହାସଙ୍ଗମ!
ଜଗନ୍ନାଥ ସଂସ୍କୃତିର ଏକ ଅନନ୍ୟ ଏବଂ ପବିତ୍ର ପରମ୍ପରା ହେଉଛି "ଦୁର୍ଗାମାଧବ ଉପାସନା"। ଶାରଦୀୟ ଦୁର୍ଗାପୂଜା ଅବସରରେ ଶ୍ରୀମନ୍ଦିରରେ ମା' ଦୁର୍ଗା (ବିମଳା) ଏବଂ ପ୍ରଭୁ ମାଧବ (ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା) ଏକାଠି ବିଜେ ହୋଇ ପୂଜା ପାଆନ୍ତି।
ଏହି ଭିଡିଓରେ ଜାଣନ୍ତୁ:
🔹 ଦୁର୍ଗାମାଧବ ଉପାସନାର ଆଧ୍ୟାତ୍ମିକ ଓ ଐତିହାସିକ ମହତ୍ତ୍ୱ
🔹 ଶ୍ରୀମନ୍ଦିରରେ କିପରି ହୁଏ ଏହି ମହାପୂଜା?
🔹 ଶାକ୍ତ, ଶୈବ ଓ ବୈଷ୍ଣବ ଧର୍ମର ଅପୂର୍ବ ସମନ୍ୱୟ
📹 ସମ୍ପୂର୍ଣ୍ଣ ଭିଡିଓ ଦେଖନ୍ତୁ ଏବଂ ଆମ ସଂସ୍କୃତି ବିଷୟରେ ଅଧିକ ଜାଣନ୍ତୁ।
👍 ଭିଡିଓଟି ଭଲ ଲାଗିଲେ Like, Share ଏବଂ Subscribe କରିବାକୁ ଭୁଲନ୍ତୁ ନାହିଁ!
ଦୁର୍ଗା ମାଧବ ଉପସନା ବା ଶାକ୍ତ ଗୁଣ୍ଡିଚା
"ଯେ ଦୁର୍ଗାମାଧବଂ ନିତ୍ୟଂ ସ୍ମରନ୍ତି ଶ୍ରଦ୍ଧୟାନ୍ବିତେ
ସର୍ବବିଘ୍ନ ଭୟରେଷାଂ ବିନଶ୍ୟନ୍ତି ପଦେ ପଦେ ।।"
ଉତ୍କଳର ପ୍ରତ୍ୟକ ମାଙ୍ଗଳିକ କାର୍ଯ୍ୟରେ ଦୁର୍ଗା ଓ ମାଧବଙ୍କର ସ୍ମରଣ କରାଯାଇଥାଏ। ପୂର୍ବେ ପ୍ରତ୍ୟକ ଓଡ଼ିଆ ଘର ଦ୍ୱାର ମାନଙ୍କରେ ଦୁର୍ଗାମାଧବ ପଟିରେ ଜଗନ୍ନାଥ ଓ ବିମଳାଙ୍କ ପ୍ରତିମୂର୍ତ୍ତି / ଚତୁର୍ଭୁଜା ଦୁର୍ଗା ଶୋଭା ପାଉଥିଲେ , ଏହାହିଁ ଥିଲା ଉତ୍କଳର ସଂସ୍କୃତି ଓ ବିଶେଷତ୍ୱ । ଭାରତବର୍ଷରେ ସର୍ବତ୍ର ଶିବଦୁର୍ଗା ଉପାସିତ ହେଉଥିବା ବେଳେ ପୁରୁଷୋତ୍ତମ କ୍ଷେତ୍ର ରେ ବିମଳା ଓ ଶ୍ରୀ ଜଗନ୍ନାଥଙ୍କୁ କେନ୍ଦ୍ର କରି ଏହି ପରମ୍ପରା ଦେଖାଯାଇଥାଏ। ଶ୍ରୀମନ୍ଦିରରେ ଆଶ୍ୱିନ କୃଷ୍ଣାଷ୍ଟମୀ ଠାରୁ ଶୁକ୍ଳାଷ୍ଟମୀ ପର୍ଯ୍ୟନ୍ତ ଷୋଡ଼ଶ ଦିବସ ବ୍ୟାପୀ ଦେବୀଙ୍କର ପୂଜା ଅନୁଷ୍ଠିତ ହୋଇଥାଏ ।
ll ଶାକ୍ତ ଗୁଣ୍ଡିଚା ll
ଶ୍ରୀଜଗନ୍ନାଥ ମନ୍ଦିରରେ, ଆଶ୍ୱିନ ମାସରେ, ମା’ ବିମଳାଙ୍କର ଯେଉଁ ଷୋଡ଼ଶଦିନ ବ୍ୟାପୀ ଶାରଦୀୟ ପୂଜା ଅନୁଷ୍ଠିତ ହୋଇଥାଏ, ତାହା ଅନେକ ଦୃଷ୍ଟିରୁ ସ୍ୱତନ୍ତ୍ର। ସର୍ବତ୍ର ମା ଦୁର୍ଗା ଙ୍କୁ ଶିବ ପ୍ରିୟା ଭାବେ ପୂଜା କରା ଯାଉଥିବା ବେଳେ ଶ୍ରୀ କ୍ଷେତ୍ର ରେ ବିଶେଷତଃ ଶ୍ରୀମନ୍ଦିର ରେ ମାଧବ ଙ୍କ ପୂଜା ପାଇଥାନ୍ତି | ଏଥି ପ୍ରଶ୍ନ ଉଠେ ଏପରି କାହିଁକି ।
*ମାଧବୋ ମାଧବାବିଶୌ ସର୍ବସିଦ୍ଧି ବିଧାୟିନୌ।*
*ବନ୍ଦେ ପରସ୍ପରାତ୍ମ୍ନୌ ପରସ୍ପରନତିପ୍ରିୟୌ।।*
ମା ଶବ୍ଦ ଲକ୍ଷ୍ମୀ ଙ୍କୁ ବୁଝାଏ, ଆଉ ଧବ ମାନେ ଧାରଣ କରିବା। ଯେ ଲକ୍ଷ୍ମୀ ଙ୍କୁ ଧାରଣ କରନ୍ତି ସେ ହେଲେ ମାଧବ। ଆଉ ଉମାଧବ ହେଲେ ସ୍ଵୟଂ ଶଙ୍କର ଭଗବାନ ଅର୍ଥାତ୍ ଯେ ଭଗବତୀ ଉମାଙ୍କୁ ଧାରଣ କରିଛନ୍ତି। ଏଠୁ ସ୍ପଷ୍ଟ ଜଣାଯାଏ ଉମାଧବ ଅର୍ଥାତ୍ ମହାଦେବ ଆଉ ମାଧବ ଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ସେମାନେ ପରସ୍ପରର ଆତ୍ମା।
ଠିକ୍ ସେଇପରି ମୂଳ ପ୍ରକୃତି ମହାଲକ୍ଷ୍ମୀଙ୍କ ସ୍ୱରୂପା ହେଲେ ଭଗବତୀ ଜୟଦୂର୍ଗା। ତେଣୁ ମାଧବ ରୂପୀ ଉମାଧଵ ମହାଲକ୍ଷ୍ମୀ ସ୍ୱରୂପା ଜୟଦୂର୍ଗା ଙ୍କ ସଙ୍ଗେ ବିରାଜିତ। ସମସ୍ତ ଶକ୍ତି ପୀଠରେ ଦେବୀ ଙ୍କ ଭୈରବ କେବଳ ରୁଦ୍ର, କିନ୍ତୁ ବିମଳା ଯିଏ କି ପାଦ ପୀଠର ଅଧିଷ୍ଠାତ୍ରୀ ଆଉ ତାଙ୍କ ପୀଠ ହେଉଛି ପଡ ପୀଠ ଯାହା ଶରୀରର ମୂଳ ଆଧାର, ତାଙ୍କର ଭୈରବ ହେଉଛନ୍ତି ସ୍ଵୟଂ ଉମାଧବ ରୂପୀ ମାଧବ।
ମା ବିମଳା ଆଦ୍ୟା ଓ ପରାମ୍ବା ପରମ ବୈଷ୍ଣବୀ ନାରାୟଣୀ । ଏହାର ସ୍ବତନ୍ତ୍ରତା ହେଉଛି- ଦେବୀ ବିମଳାଙ୍କର ପ୍ରତିନିଧି ଦୁର୍ଗା ଓ ଶ୍ରୀଜଗନ୍ନାଥଙ୍କର ପ୍ରତିନିଧି ଶ୍ରୀମାଧବ ବା ଶ୍ରୀବାଳପୁରୁଷୋତ୍ତମଙ୍କୁ ଏଥିରେ ଏକତ୍ର ପୂଜା କରାଯାଏ। ଏହା ‘ଦୁର୍ଗା- ମାଧବ- ଉପାସନା’ ଭାବରେ ପ୍ରସିଦ୍ଧ। ଶ୍ରୀମନ୍ଦିର ବ୍ୟତୀତ, କେବଳ ନିଆଳିର ମାଧବ ମନ୍ଦିରରେ ଏପରି ପୂଜାର ପରମ୍ପରା ଅଛି।ଓଡ଼ିଶାରେ ବା ଭାରତବର୍ଷରେ ଅନ୍ୟ କେଉଁଠାରେ ଏହି ପୂଜା ନାହିଁ।
📌ଯଦି ଭିଡ଼ିଓଟି ଆପଣଙ୍କ ମନକୁ ଛୁଇଁଥାଏ ତେବେ ଭିଡ଼ିଓଟିକୁ Like ଓ Share କରିବା ସହ ଆମ Channel 'Odia Adhyatmika Katha'କୁ Subscribe କରନ୍ତୁ ।
https://www.youtube.com
@OdiaAdhyatmikaKatha
Follow Us On Facebook
https://www.facebook.com/Odiaadhyatmikakatha
Follow up on Instagram
https://www.instagram.com/odia_adhyatmika_katha
©Odia Adhyatmika Katha
🔴WARNING
This content is Copyright to Odia Adhyatmika Katha. Any unauthorized re-upload is strictly prohibited. Legal action will be taken against those who violate the copyright!!!
#ଓଡ଼ିଆ_ଆଧ୍ୟାତ୍ମିକ_କଥା #odiaadyatmikakatha
#AmeOdiaAmaJagannath #ilovejagannath
#OdiaDevotional #AmeOdiaAmaJagannath #odiaadyatmikakatha #ilovejagannath #OdiaYouTube
ଶ୍ରୀକ୍ଷେତ୍ରରେ ଦୁର୍ଗାମାଧବ ଉପାସନା | ତନ୍ତ୍ର ଓ ବୈଷ୍ଣବ ପରମ୍ପରାର ଅପୂର୍ବ ସଙ୍ଗମ | Odia Culture
କାହିଁକି ଜଗନ୍ନାଥ ସଂସ୍କୃତିରେ ମା' ଦୁର୍ଗା ଓ ପ୍ରଭୁ ମାଧବ ଏକାଠି ପୂଜା ପାଆନ୍ତି? | Durgamadhab Upasana
Puri Jagannath Temple Durgamadhab Upasana | ଶ୍ରୀକ୍ଷେତ୍ରର ଗୁପ୍ତ ଓ ରହସ୍ୟମୟ ପୂଜା ପରମ୍ପରା
ଦୁର୍ଗାଙ୍କ ସହ ମାଧବ ଏକାଠି ହୁଅନ୍ତି ଯେଉଁଠି: ଶ୍ରୀକ୍ଷେତ୍ର ପୁରୀର ଅନନ୍ୟ ଗାଥା
🏷️ Tags (ଟ୍ୟାଗ୍ସ)
Durgamadhab Upasana, Puri Jagannath Temple, Durgamadhab Puja Puri, Srikhetra Culture, Odia Culture and Heritage, Jagannath Culture, Bimala Temple Puri, Durga Puja in Puri Jagannath Temple, Odia Spiritual Video, Jagannath Dham Puri, Shakta and Vaishnava Parampara, Shreekhetra Mystery, Odia History
#DurgamadhabUpasana #PuriJagannathTemple #Srikhetra #OdiaCulture #JagannathCulture #DurgaPujaPuri #OdiaSpiritual #Shreekhetra #OdiaHeritage #PuriDham
Details
- Published
- Oct 12, 2026, 9:31 AM
- Length
- 6:53 (413 s)
- Format
- Long-form
- Category
- People & Blogs
- Audio language
- OR
- Quality
- HD
- Captions
- No
- Made for kids
- No
- Licensed content
- No
- Video ID
- MnQEWtRXS3s
More from Odia Adhyatmika Katha
କାର୍ତ୍ତିକ ମାସରେ ଅବଶ୍ୟ ପାଠ କରନ୍ତୁ 'ଦାମୋଦର ଅଷ୍ଟକମ୍ Damodar Ashtakam in Odia || Damodar Mala118 views · 1d ago
Kartika Mahatmya EP 02 କାର୍ତ୍ତିକ ମାହାତ୍ମ୍ୟ: ପବିତ୍ର କାର୍ତ୍ତିକ ମାସର ମହତ୍ତ୍ୱ | Karthika Mahatmya Odia285 views · 1d ago · +134/h
ଆଜିଠୁ କରନ୍ତୁ କାର୍ତ୍ତିକ ବ୍ରତ...ମିଳିବ ମହାଲଷ୍ମୀଙ୍କ ବିଶେଷ କୃପା! Odia Adhyatmika katha225 views · 1d ago
Kartika Mahatmya EP 01 କାର୍ତ୍ତିକ ମାହାତ୍ମ୍ୟ: ପବିତ୍ର କାର୍ତ୍ତିକ ମାସର ମହତ୍ତ୍ୱ | Karthika Mahatmya Odia2.2K views · 2d ago
ନୀଳମାଧବ ରୁ କେମିତି ହେଲେ ଶ୍ରୀ ଜଗନ୍ନାଥ? | How Nila Madhava Became Lord Jagannath? Know the facts1.2K views · 4d ago
Maa Batamangala Temple 🛕Jagannath Puri Dham,Must Visit. #viralvideo #ytshorts #trending #shorts390 views · 1w ago
Durga Mahastami Special Darshan 🙏 #maadurga #viralvideo #durgapuja #viral #trendingshorts #shorts761 views · 1w ago
ସନ୍ତାନ ପ୍ରାପ୍ତି ହେଉନି କି? କରନ୍ତୁ ଏହି ଗୋଟିଏ କାମ! 👶 Santan Prapti Upay Odia #SantanPraptiUpay #viral267 views · 1w ago
Statistics from the YouTube Data API, tracked by FameX. Views per hour, revenue and comparisons are FameX estimates.